ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୀମବିକ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୀମବିକ୍ରମ   ବିଶେଷ୍ୟ

ଅର୍ଥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

ଉଦାହରଣ : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

ସମକକ୍ଷ : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ସୁର, ହେମାଙ୍ଗ

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

ଅର୍ଥ : ଧୃତରାଷ୍ଟ୍ରଙ୍କ ଶହେ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ଭୀମବିକ୍ରମର ବର୍ଣ୍ଣନା ପୁରାଣ ଗୁଡ଼ିକରେ ଦେଖିବାକୁ ମିଳେ

धृतराष्ट्र के सौ पुत्रों में से एक।

भीमविक्रम का वर्णन पुराणों में मिलता है।
भीमविक्रम

An imaginary being of myth or fable.

mythical being