ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ
ଉଦାହରଣ : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି
ସମକକ୍ଷ : କଣ୍ଠିରବ, କେଶରୀ, ନଖୀ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ସୁର, ହେମାଙ୍ଗ
बिल्ली के वर्ग में सबसे अधिक बलवान हिंसक जंगली जन्तु जिसके नर की गर्दन पर बड़े-बड़े बाल होते हैं।
Large gregarious predatory feline of Africa and India having a tawny coat with a shaggy mane in the male.
ସଂସ୍ଥାପନ କରନ୍ତୁ