ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁର   ବିଶେଷ୍ୟ

ଅର୍ଥ : ସଙ୍ଗୀତର ସାତଟି ନିର୍ଦ୍ଦିଷ୍ଟ ଶଦ୍ଦ ବା ଧ୍ୱନି ଯାହାର ସ୍ୱରୂପ,ତୀବ୍ରତା,ତନ୍ୟତା ଆଦି ସ୍ଥିର ଥାଏ

ଉଦାହରଣ : ଷଡ଼ଜ,ଋଷଭ,ଗାଂଧାର,ମଧ୍ୟମ,ପଂକଜ,ଧୈବତ ଏବଂ ନିଷାଦ ଏସବୁ ସଙ୍ଗୀତର ସାତଟି ସ୍ୱର

ସମକକ୍ଷ : ସଙ୍ଗୀତ ସ୍ୱର, ସ୍ୱର

संगीत में सात निश्चित शब्द या ध्वनियाँ जिनका स्वरूप, तीव्रता, तन्यता आदि स्थिर है।

षडज, ऋषभ, गांधार, मध्यम, पंचम, धैवत और निषाद - ये सात संगीत स्वर हैं।
मुख्य स्वर, शुद्ध स्वर, संगीत स्वर, सुर, स्वर

A notation representing the pitch and duration of a musical sound.

The singer held the note too long.
musical note, note, tone

ଅର୍ଥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

ଉଦାହରଣ : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

ସମକକ୍ଷ : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ହେମାଙ୍ଗ

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

ଅର୍ଥ : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ

ଉଦାହରଣ : ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି

ସମକକ୍ଷ : ଠାକୁର, ଦିଅଁ, ଦେବ, ଦେବତା

Any supernatural being worshipped as controlling some part of the world or some aspect of life or who is the personification of a force.

deity, divinity, god, immortal

ଅର୍ଥ : କୋମଳତା, ତୀବ୍ରତା, ଉତ୍ଥାନ ପତନ ଆଦିରେ ଯୁକ୍ତ ଯେଉଁ ଶବ୍ଦ ପ୍ରାଣୀମାନଙ୍କ କଣ୍ଠରୁ ବାହାରେ

ଉଦାହରଣ : କୋକିଳର ସ୍ୱର ବହୁତ ମଧୁର

ସମକକ୍ଷ : କଣ୍ଠସ୍ୱର, ଧ୍ୱନି, ସ୍ୱର

कोमलता, तीव्रता, उतार-चढ़ाव आदि से युक्त वह शब्द जो प्राणियों के गले से आता है।

उसकी आवाज़ बहुत मीठी है।
आवाज, आवाज़, कंठ स्वर, गला, गुलू, बाँग, बांग, बोली, वाणी, सुर, स्वर

The sound made by the vibration of vocal folds modified by the resonance of the vocal tract.

A singer takes good care of his voice.
The giraffe cannot make any vocalizations.
phonation, vocalisation, vocalism, vocalization, voice, vox

ଅର୍ଥ : ସହୃଦୟ, ଧର୍ମୀ ଏବଂ ସବୁବେଳେ ଅନ୍ୟର ସହାୟତା କରୁଥିବା ବ୍ୟକ୍ତି

ଉଦାହରଣ : ମହାତ୍ମା ଗାନ୍ଧୀ ଦେବତା ଥିଲେ

ସମକକ୍ଷ : ଠାକୁର, ଦେବ, ଦେବତା

सहृदय, धर्मी और सदा दूसरों की सहायता करने वाला व्यक्ति।

महात्मा गाँधी देवता थे।
देवता

A man of such superior qualities that he seems like a deity to other people.

He was a god among men.
god