ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେଶରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେଶରୀ   ବିଶେଷ୍ୟ

ଅର୍ଥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

ଉଦାହରଣ : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

ସମକକ୍ଷ : କଣ୍ଠିରବ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ସୁର, ହେମାଙ୍ଗ

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

ଅର୍ଥ : ଏକ ପ୍ରକାର ମାଙ୍କଡ଼

ଉଦାହରଣ : ଗଛର ଗୋଟିଏ ଉଚ୍ଚ ଶାଖାଉପରେ କେଶରୀ ବସିଛି

एक प्रकार का बंदर।

केसरी पेड़ की एक ऊँची शाखा पर बैठा है।
केशरी, केसरी

ଅର୍ଥ : ଅଞ୍ଜନାର ପତି ଓ ହନୁମାନର ପିତା

ଉଦାହରଣ : କେଶରୀ ସୁଗ୍ରୀବର ଅତି ପ୍ରିୟ ଥିଲେ

अंजना के पति और हनुमान के पिता।

केशरी सुग्रीव के बहुत प्रिय थे।
केशरी, केसरी

An imaginary being of myth or fable.

mythical being

ଅର୍ଥ : ସିଂହର ପୁରୁଷ

ଉଦାହରଣ : ଅଣ୍ଡିରାସିଂହର ବେକରେ ଲମ୍ବାଲମ୍ବା ବାଳ ଥାଏ

ସମକକ୍ଷ : ଅଣ୍ଡିରାସିଂହ, ପଶୁପତି, ପଶୁରାଜ

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

ଅର୍ଥ : ଗୋଟିଏ ରଙ୍ଗ

ଉଦାହରଣ : ସେ ଗାମୁଛାକୁ କେଶରୀ ରଙ୍ଗରେ ରଙ୍ଗାଉଛି

ସମକକ୍ଷ : କେଶରୀ ରଙ୍ଗ, ଜାଫ୍ରାନୀ ରଙ୍ଗ

एक रंग।

वह गमछे को केसरिया में रंग रहा है।
केसरिया, केसरी, ज़ाफ़रानी, जाफरानी, भगवा

A moderate yellow-orange to orange color.

ocher, ochre

କେଶରୀ   ବିଶେଷଣ

ଅର୍ଥ : ଜାଫ୍ରାନ୍‌ ବା କେଶର ସମ୍ବନ୍ଧୀୟ ବା କେଶରର

ଉଦାହରଣ : ଏହା ଜାଫ୍ରାନୀ ତମାଖୁ

ସମକକ୍ଷ : ଜାଫ୍ରାନୀ

ज़ाफ़रान या केसर संबंधी या केसर का।

यह ज़ाफ़रानी तंबाकू है।
केशरी, केसरी, ज़ाफ़रानी, जाफरानी