ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଞ୍ଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଞ୍ଚନ   ବିଶେଷ୍ୟ

ଅର୍ଥ : ଲୋଚାକୋଚା କରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ତୁମେମାନେ କପଡ଼ାସବୁକୁ ଲୋଚାକୋଚା କରନାହିଁ

ସମକକ୍ଷ : ଲୋଚାକୋଚା, ସଙ୍କୁଚିତ

गींजने की क्रिया या भाव।

तुम लोग कपड़ों की गिंजाई मत करो।
गिंजाई

ଅର୍ଥ : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ

ଉଦାହରଣ : ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ

ସମକକ୍ଷ : ଭାଙ୍ଗ, ଲୋଚାମି

वह संरचना जो किसी वस्तु के मुड़ जाने या सिकुड़ने पर बनती है।

कपड़ों की सिकुड़न इस्तरी करके हटाई जाती है।
ऊर्मि, बल, शिकन, सल, सलवट, सिकुड़न, सिलवट

An irregular fold in an otherwise even surface (as in cloth).

pucker, ruck