ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ବିଜୟାରେ ଆଠଟି ବର୍ଣ୍ଣ ଥାଏ
ଅର୍ଥ : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
ଉଦାହରଣ :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
ସମକକ୍ଷ : ଦଶରା, ଦଶହରା, ବିଜୟା ଦଶମୀ
ଅର୍ଥ : ପାର୍ବତୀଙ୍କ ଜଣେ ସଖୀ
ଉଦାହରଣ :
ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
ଅର୍ଥ : ଏକ ମାତ୍ରା ଛନ୍ଦ
ଉଦାହରଣ :
ବିଜୟାରେ ଦଶଟି ମାତ୍ରା ଥାଏ