ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧମକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧମକ   ବିଶେଷ୍ୟ

ଅର୍ଥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ

ଉଦାହରଣ : ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା

ସମକକ୍ଷ : କଟୂବାଣୀ, ଗାଳି, ଭର୍ତ୍ସନା, ଶୋଧା

डाँटने या डपटने की क्रिया या भाव।

घरवालों की डाँट से परेशान होकर मोहन घर छोड़कर भाग गया।
अवक्षेपण, खरी -खोटी, खरीखोटी, घुड़की, डपट, डाँट, डाँट डपट, डाँट-डपट, डाँटडपट, डाँटना-डपटना, ताड़न, ताड़ना, प्रताड़न, प्रताड़ना, फटकार, लताड़, लथाड़

ଅର୍ଥ : ଦଣ୍ଡ ଦେବା କିମ୍ବା କ୍ଷତି ପହଞ୍ଚାଇବାର ଭୟ ଦେଖାଇବା କ୍ରିୟା

ଉଦାହରଣ : ମଦନର ଧମକକୁ ଡରି ସେ ଥାନାରେ ଏତାଲା ଦେଲା

ସମକକ୍ଷ : ଡରାଣ

दंड देने या हानि पहुँचाने का भय दिखाने की क्रिया।

मदन की धमकी से डरकर उसने थाने में रपट दर्ज़ कराई।
अपक्रोश, धमकी, धौंस

Declaration of an intention or a determination to inflict harm on another.

His threat to kill me was quite explicit.
threat

ଅର୍ଥ : ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି

ଉଦାହରଣ : ମୁଁ ତୁମର ଧମକରେ ଡରୁ ନାହିଁ

ସମକକ୍ଷ : ଧମକାଣ, ଧମକି

मन में डरते हुए ऊपर से प्रकट किया जानेवाला बनावटी क्रोध या इसी प्रकार दी जानेवाली धमकी।

हम तुम्हारी गीदड़ भभकी से डरनेवाले नहीं।
गीदड़ भबकी, गीदड़ भभकी, झूठी धमकी, भबकी, भभकी

A swaggering show of courage.

bluster, bravado

ଅର୍ଥ : ଗାଳିକରିବା କ୍ରିୟା

ଉଦାହରଣ : ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି

ସମକକ୍ଷ : ଗାଳି

डाँटने की क्रिया।

इतनी डँटाई के बाद भी राम अपने मन की कर रहा है।
डँटाई, डपटाई

Rebuking a person harshly.

chiding, objurgation, scolding, tongue-lashing

ଅର୍ଥ : ଜୋରରେ ପାଦ ରଖିବାର ଆବାଜ ବା ପଦଧ୍ୱନି

ଉଦାହରଣ : ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକରି ଚୋର ପଳାଇଗଲେ

ସମକକ୍ଷ : ଦୁମଦୁମ ପାଦଶବ୍ଦ

जोर से पैर रखने की आवाज़ या आहट।

चोर गृहस्वामी की धमक सुनकर भाग गए।
धमक

A heavy dull sound (as made by impact of heavy objects).

clump, clunk, thud, thump, thumping