ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରସା   ବିଶେଷ୍ୟ

ଅର୍ଥ : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ

ଉଦାହରଣ : ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ

ସମକକ୍ଷ : ଆତ୍ମପ୍ରତ୍ୟୟ, ଆଶା, ଆସ୍ଥା, ନିର୍ଭର, ବିଶ୍ୱାସ

यह निश्चय कि ऐसा ही होगा या है अथवा अमुक व्यक्ति ऐसा ही करता है या करेगा।

विश्वास पर दुनिया टिकी हुई है।
भगवान पर विश्वास रखिए,आपका खोया लड़का मिल जायेगा।
अविशंका, अविशङ्का, इतबार, इतमीनान, इतिबार, इत्मीनान, एतबार, ऐतबार, पत, प्रतीति, भरोसा, यक़ीन, यकीं, यकीन, रसूख, रसूख़, रुसूख, रुसूख़, विश्वास

Complete confidence in a person or plan etc.

He cherished the faith of a good woman.
The doctor-patient relationship is based on trust.
faith, trust

ଅର୍ଥ : ଜୀବନ ନିର୍ବାହର ଆଧାର

ଉଦାହରଣ : ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି

ସମକକ୍ଷ : ଅବଲମ୍ବନ, ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ସାହାରା

जीवन निर्वाह का आधार।

बुढ़ापे में बच्चे ही माँ-बाप का सहारा होते हैं।
अधिकरण, अवलंब, अवलंबन, अवलम्ब, अवलम्बन, आलंब, आलंबन, आलम्ब, आलम्बन, आश्रय, आस, आसरा, भरोसा, सहारा

The activity of providing for or maintaining by supplying with money or necessities.

His support kept the family together.
They gave him emotional support during difficult times.
support

ଅର୍ଥ : ଭରଣ-ପୋଷଣର ଆଶା

ଉଦାହରଣ : ଭଗବାନ ଭକ୍ତର ଆଶ୍ରା ହୋଇଥାଆନ୍ତି

ସମକକ୍ଷ : ଆଶ୍ରା, ସାହାରା

ଅର୍ଥ : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ

ଉଦାହରଣ : ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ

ସମକକ୍ଷ : ଆକାଂକ୍ଷା, ଆଶା, ପ୍ରତ୍ୟାଶା

किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।

हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।
अन्ववेक्षा, अपेक्षा, आकांक्षा

Belief about (or mental picture of) the future.

expectation, outlook, prospect