ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାହାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାହାରା   ବିଶେଷ୍ୟ

ଅର୍ଥ : ଯାହାଙ୍କ ଯୋଗୁଁ କିଛି କାମ ହୁଏ

ଉଦାହରଣ : ସମ୍ବାଦ ପାଇଁ ଏବେ ତ ରେଡିଓ ହିଁ ମୋର ସାହାରା

वह जिसके कारण कोई काम हो।

समाचार के लिए अब तो मेरे लिए रेडियो ही सहारा है।
आसरा, सहारा

Something or someone turned to for assistance or security.

His only recourse was the police.
Took refuge in lying.
recourse, refuge, resort

ଅର୍ଥ : ଜୀବନ ନିର୍ବାହର ଆଧାର

ଉଦାହରଣ : ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି

ସମକକ୍ଷ : ଅବଲମ୍ବନ, ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ଭରସା

जीवन निर्वाह का आधार।

बुढ़ापे में बच्चे ही माँ-बाप का सहारा होते हैं।
अधिकरण, अवलंब, अवलंबन, अवलम्ब, अवलम्बन, आलंब, आलंबन, आलम्ब, आलम्बन, आश्रय, आस, आसरा, भरोसा, सहारा

The activity of providing for or maintaining by supplying with money or necessities.

His support kept the family together.
They gave him emotional support during difficult times.
support

ଅର୍ଥ : ଭରଣ-ପୋଷଣର ଆଶା

ଉଦାହରଣ : ଭଗବାନ ଭକ୍ତର ଆଶ୍ରା ହୋଇଥାଆନ୍ତି

ସମକକ୍ଷ : ଆଶ୍ରା, ଭରସା