ଅର୍ଥ : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ଉଦାହରଣ :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
ସମକକ୍ଷ : ଅନ୍ତର୍ଯ୍ୟାମୀ, ଆଦିକର୍ତ୍ତା, ଆଦିକାରଣ, ଇଶ, ଈଶ୍ୱର, ବିଭୁ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
ଅର୍ଥ : ସେହି ସବୁଠାରୁ ପରମ ଓ ନିତ୍ୟ ଚେତନ ସତ୍ତା ଯାହା ଜଗତର ମୂଳ କାରଣ ଏବଂ ସତ୍, ଚିତ୍,ଆନନ୍ଦର ସ୍ୱରୂପଭାବେ ଗ୍ରହଣୀୟ
ଉଦାହରଣ :
ବ୍ରହ୍ମ ଏକ
ସମକକ୍ଷ : ଅମୃତଗର୍ଭ, ଚିଦାନନ୍ଦ, ଚିନ୍ତାମଣି, ବିଭୁ, ବିଶ୍ୱକର୍ତ୍ତା, ବ୍ରହ୍ମ, ସଚ୍ଚିଦାନନ୍ଦ