ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠାକୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠାକୁର   ବିଶେଷ୍ୟ

ଅର୍ଥ : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ

ଉଦାହରଣ : ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି

ସମକକ୍ଷ : ଦିଅଁ, ଦେବ, ଦେବତା, ସୁର

Any supernatural being worshipped as controlling some part of the world or some aspect of life or who is the personification of a force.

deity, divinity, god, immortal

ଅର୍ଥ : ଯେଉଁ ବ୍ୟକ୍ତି ନିଜ ଭଲ ଗୁଣପାଇଁ ଅନ୍ୟକୁ ଭଗବାନ ଭଳି ଲାଗନ୍ତି

ଉଦାହରଣ : ଗାନ୍ଧିଜୀ ମୋପାଇଁ ଭଗବାନ ସଦୃଶ

ସମକକ୍ଷ : ଈଶ୍ୱର, ଭଗବାନ

वह व्यक्ति जो अपनी अच्छाइयों के कारण दूसरों को भगवान जैसा लगे।

गाँधीजी मेरे लिए भगवान हैं।
ईश्वर, भगवान, भगवान्

A man of such superior qualities that he seems like a deity to other people.

He was a god among men.
god

ଅର୍ଥ : ସହୃଦୟ, ଧର୍ମୀ ଏବଂ ସବୁବେଳେ ଅନ୍ୟର ସହାୟତା କରୁଥିବା ବ୍ୟକ୍ତି

ଉଦାହରଣ : ମହାତ୍ମା ଗାନ୍ଧୀ ଦେବତା ଥିଲେ

ସମକକ୍ଷ : ଦେବ, ଦେବତା, ସୁର

सहृदय, धर्मी और सदा दूसरों की सहायता करने वाला व्यक्ति।

महात्मा गाँधी देवता थे।
देवता

A man of such superior qualities that he seems like a deity to other people.

He was a god among men.
god

ଅର୍ଥ : ବାରିକମାନଙ୍କ ନିମନ୍ତେ ଏକ ସମ୍ବୋଧନ

ଉଦାହରଣ : ପିଲାମାନଙ୍କୁ ଲଣ୍ଡା କରିବା ନିମନ୍ତେ ଠାକୁରକୁ ଡକାଗଲା

नाइयों के लिए एक संबोधन।

बच्चे का मुंडन कराने के लिए ठाकुर को बुलाया गया है।
ठाकुर