ଅର୍ଥ : ଗୋଟିଏ କଳ୍ପିତ ରତ୍ନ
ଉଦାହରଣ :
ସେ ସବୁ ଇଚ୍ଛାକୁ ପୁରଣ କରୁଥିବାରୁ ଚିନ୍ତାମଣି ରତ୍ନ ପ୍ରସିଦ୍ଧ
ସମକକ୍ଷ : କାମଦ ମଣି, ଚିନ୍ତାମଣି ରତ୍ନ
ଅର୍ଥ : ସେହି ସବୁଠାରୁ ପରମ ଓ ନିତ୍ୟ ଚେତନ ସତ୍ତା ଯାହା ଜଗତର ମୂଳ କାରଣ ଏବଂ ସତ୍, ଚିତ୍,ଆନନ୍ଦର ସ୍ୱରୂପଭାବେ ଗ୍ରହଣୀୟ
ଉଦାହରଣ :
ବ୍ରହ୍ମ ଏକ
ସମକକ୍ଷ : ଅମୃତଗର୍ଭ, ଚିଦାନନ୍ଦ, ବିଭୁ, ବିଶ୍ୱକର୍ତ୍ତା, ବ୍ରହ୍ମ, ଭଗବାନ, ସଚ୍ଚିଦାନନ୍ଦ