ଅର୍ଥ : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ଉଦାହରଣ :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
ସମକକ୍ଷ : ଆଦିକର୍ତ୍ତା, ଆଦିକାରଣ, ଇଶ, ଈଶ୍ୱର, ବିଭୁ, ଭଗବାନ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
ଅର୍ଥ : ସମସ୍ତଙ୍କ ମନରେ ରହିଥିବା ଏବଂ ସମସ୍ତଙ୍କ ମନର କଥା ଜାଣୁଥିବା
ଉଦାହରଣ :
ଈଶ୍ୱର ଅନ୍ତର୍ଯ୍ୟାମୀ
ସମକକ୍ଷ : ଅନ୍ତରଜ୍ଞ, ଅନ୍ତରଜ୍ଞାତା