ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଚରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଚରଣ କରିବା   କ୍ରିୟାପଦ

ଅର୍ଥ : ବ୍ୟବହାର କରିବା

ଉଦାହରଣ : ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?

ସମକକ୍ଷ : ବ୍ୟବହାର କରିବା

व्यवहार करना।

वह मेरे साथ अच्छा व्यवहार नहीं कर रहा है।
वह मेरे साथ ही ऐसा क्यों करता है?
आचरण करना, आचरना, करना, पेश आना, बर्ताव करना, व्यवहार करना

ଅର୍ଥ : ବ୍ୟବହାର ବା ଆଚରଣ କରିବା

ଉଦାହରଣ : ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ

ସମକକ୍ଷ : ବେଭାରକରିବା, ବ୍ୟବହାର କରିବା

व्यवहार या बरताव करना।

हमें सभी के साथ एक जैसे बरतना चाहिए।
बरतना

Interact in a certain way.

Do right by her.
Treat him with caution, please.
Handle the press reporters gently.
do by, handle, treat