ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେପାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେପାର   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଉଚ୍ଚା ଗଛ

ଉଦାହରଣ : ବେପାରଗଛ ହିମାଳୟର ପାଦ ଦେଶରେ ଦେଖିବାକୁ ମିଳେ

ସମକକ୍ଷ : ବେପାରଗଛ

एक प्रकार का ऊँचा पेड़।

बेपार हिमालय की तराई में पाया जाता है।
बेपार

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ

ଉଦାହରଣ : ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି

ସମକକ୍ଷ : ବଣିଜ, ବେପାର-ବାଣିଜ୍ୟ, ବ୍ୟବସାୟ

चीज़ें बनाकर या खरीदकर, उसे बेचने का काम।

राम की कड़ी मेहनत से उसका व्यापार दिन-रात फल फूल रहा है।
तिजारत, पण, पाण, बनिज, बिजनेस, रोजगार, रोज़गार, वणिक कर्म, वाणिज्य, विपणन, व्यवसाय, व्यापार, सौदागरी

Buying or selling securities or commodities.

trading

ଅର୍ଥ : ବ୍ୟବସାୟିକ ଆଦାନ-ପ୍ରଦାନ ,ଲାଭ ଆଦି

ଉଦାହରଣ : ଏହି କମ୍ପାନୀ ବର୍ଷକ ମଧ୍ୟରେ କୋଟିକୋଟି ଟଙ୍କାର ବ୍ୟବସାୟ କରିଛି

ସମକକ୍ଷ : କାରବାର, ଟର୍ନ ଓଭର, ବାଣିଜ୍ୟ, ବ୍ୟବସାୟ

व्यावसायिक लेन-लेन, लाभ आदि।

यह कंपनी साल में करोड़ों का कारोबार करती है।
कारबार, कारोबार

The volume of commercial activity.

Business is good today.
Show me where the business was today.
business