ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
ଉଦାହରଣ : ପଣ୍ଡିତ ଶ୍ୟାମନାରାୟଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ ଆଜିର ବ୍ରାହ୍ମଣମାନେ ନିଜ କାମରେ ଲକ୍ଷ୍ୟହୀନ ବ୍ରାହ୍ମଣମାନଙ୍କ ଉତ୍ପତ୍ତି ଅଗ୍ନିରୁ ହୋଇଛି ବୋଲି ବିଚାର କରାଯାଏ
ସମକକ୍ଷ : ଦ୍ୱିଜ, ବିପ୍ର
हिंदुओं के चार वर्णों में से पहले वर्ण का मनुष्य।
A member of the highest of the four Hindu varnas.
ଅର୍ଥ : ହିନ୍ଦୁମାନଙ୍କ ଚାରି ବର୍ଣ୍ଣ ମଧ୍ୟରେ ପ୍ରଥମ ବର୍ଣ୍ଣ ବା ଜାତି ଯାହାଙ୍କର ମୁଖ୍ୟ କାମ ପଢ଼ିବା, ପଢ଼ାଇବା,ଯଜ୍ଞ ଓ ଜ୍ଞାନପୋଦେଶ ଇତ୍ୟାଦି
ଉଦାହରଣ : ବ୍ରାହ୍ମଣ ନିଜ କର୍ମଠାରୁ ପ୍ରତିଦିନ ଦୂରେଇ ଯାଉଛନ୍ତି
हिन्दुओं के चार वर्णों में पहला वर्ण या जाति जिसका मुख्य काम पठन-पाठन, यज्ञ, ज्ञानोपदेश आदि हैं।
The highest of the four varnas: the priestly or sacerdotal category.
ଅର୍ଥ : ବେଦକୁ ବ୍ୟାଖ୍ୟା କରୁଥିବା ଯେଉଁ ଖଣ୍ଡଟି ଗଦ୍ୟାକାରରେ ଅଛି ଏବଂ ଯେଉଁଥିରେ କର୍ମକାଣ୍ଡର ବ୍ୟାଖ୍ୟା କରାଯାଇଛି
ଉଦାହରଣ : ପ୍ରତି ବେଦର ଏକ ବା ଏକାଧିକ ବ୍ରାହ୍ମଣ ରହିଛି
वेद का व्याख्या वाला वह खण्ड जो गद्य में है एवं जिसमें कर्मकाण्डों की व्याख्या की गयी है।
ସଂସ୍ଥାପନ କରନ୍ତୁ