ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱିଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱିଜ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ

ଉଦାହରଣ : ପଣ୍ଡିତ ଶ୍ୟାମନାରାୟଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ ଆଜିର ବ୍ରାହ୍ମଣମାନେ ନିଜ କାମରେ ଲକ୍ଷ୍ୟହୀନ ବ୍ରାହ୍ମଣମାନଙ୍କ ଉତ୍ପତ୍ତି ଅଗ୍ନିରୁ ହୋଇଛି ବୋଲି ବିଚାର କରାଯାଏ

ସମକକ୍ଷ : ବିପ୍ର, ବ୍ରାହ୍ମଣ

हिंदुओं के चार वर्णों में से पहले वर्ण का मनुष्य।

पंडित श्याम नारायण एक श्रेष्ठ ब्राह्मण हैं।
आज का ब्राह्मण अपने कर्म से विचलित होता जा रहा है।
ब्राह्मणों की उत्पत्ति अग्नि से मानी गई है।
अनलमुख, आग्नेय, इरेश, त्रयीमुख, द्विज, द्विजपति, द्विजाति, द्विजेंद्र, द्विजेन्द्र, द्विजेश, नृदेव, नृदेवता, पंडित, बाम्हन, ब्रह्मण, ब्राह्मण, भू-देव, भू-देवता, भू-सुर, भूदेव, भूदेवता, भूमिदेव, भूसुर, महिदेव, माहन, माहनीय, मैत्र, योगचक्षु, लहेर, वर्णज्येष्ठ, विप्र, वेदगर्भ, वेदाधिदेव, शिखी, सावित्र

A member of the highest of the four Hindu varnas.

Originally all brahmans were priests.
brahman, brahmin

ଅର୍ଥ : ହିନ୍ଦୁମାନଙ୍କ ଚାରି ବର୍ଣ୍ଣ ମଧ୍ୟରେ ପ୍ରଥମ ବର୍ଣ୍ଣ ବା ଜାତି ଯାହାଙ୍କର ମୁଖ୍ୟ କାମ ପଢ଼ିବା, ପଢ଼ାଇବା,ଯଜ୍ଞ ଓ ଜ୍ଞାନପୋଦେଶ ଇତ୍ୟାଦି

ଉଦାହରଣ : ବ୍ରାହ୍ମଣ ନିଜ କର୍ମଠାରୁ ପ୍ରତିଦିନ ଦୂରେଇ ଯାଉଛନ୍ତି

ସମକକ୍ଷ : ବିପ୍ର, ବ୍ରାହ୍ମଣ

हिन्दुओं के चार वर्णों में पहला वर्ण या जाति जिसका मुख्य काम पठन-पाठन, यज्ञ, ज्ञानोपदेश आदि हैं।

ब्राह्मण अपने कर्म से दिन-प्रतिदिन दूर होते जा रहे हैं।
बाम्हन, ब्रह्मण, ब्राह्मण

The highest of the four varnas: the priestly or sacerdotal category.

brahman, brahmin

ଅର୍ଥ : ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଯେଉଁମାନେ ଯଜ୍ଞୋପବୀତ ସଂସ୍କାର ସମୟରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଚାର କରାଯାଏ

ଉଦାହରଣ : ଦ୍ୱିଜଙ୍କର ସ୍ୱକର୍ମ ପାଳନ କରିବା ଆବଶ୍ୟକ

ब्राह्मण, क्षत्रिय और वैश्य जिनका यज्ञोपवीत संस्कार के समय फिर से जन्म लेना माना जाता है।

द्विज को अपने कर्मों का पालन करना चाहिए।
द्विज, द्विजाति