ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରଣ   ବିଶେଷ୍ୟ

ଅର୍ଥ : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା

ଉଦାହରଣ : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି

ସମକକ୍ଷ : ଆବୁ, ବଥ

शरीर की सतह पर चोट आदि के कारण या जन्मजात होनेवाला उभार।

उनके माथे पर बाँयीं ओर एक गुमड़ा है।
गुमटा, गुमड़, गुमड़ा, गुम्मड़, गूमड़, गूमड़ा

ଅର୍ଥ : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ

ଉଦାହରଣ : ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ

ସମକକ୍ଷ : ବଥ

शरीर में कहीं विष एकत्र होने से उत्पन्न वह शोथ जिसमें रक्त सड़कर मवाद बन जाता है।

वह प्रतिदिन फोड़े की मरहम-पट्टी कराता है।
फोड़ा, व्रण

A painful sore with a hard core filled with pus.

boil, furuncle

ଅର୍ଥ : ଗୋଟିଏ ପ୍ରକାର ଚର୍ମରୋଗ ଯେଉଁଥିରେ ଚମ ଉପରେ କଣ୍ଟା ଭଳି ବାହାରିପଡ଼େ

ଉଦାହରଣ : ତାର ସବୁ ବର୍ଷ ଶୀତଦିନରେ ଭାତୁଡ଼ି ବାହାରିପଡ଼େ

ସମକକ୍ଷ : ଭାତୁଡ଼ି

एक तरह का त्वचा रोग जिसमें त्वचा के ऊपर काँटे जैसे निकल आते हैं।

उसे हर साल जाड़े में चर्मकील हो जाता है।
कील, चर्मकील

ଅର୍ଥ : ଭାତୁଡି ଭଳି ତ୍ବଚା ଉପରେ ହେଉଥିବା ବ୍ରଣ

ଉଦାହରଣ : ମୋ ବ୍ରଣ ବହୁତ କୁଣ୍ଡାଇ ହେଉଛି

मस्से के समान त्वचा के ऊपर निकली हुए फुंसी।

मेरा इल्ला बहुत खुजलाता है।
इल्ला

ଅର୍ଥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ

ଉଦାହରଣ : ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି

ସମକକ୍ଷ : ଆଲୁଅ, ବରୁଣ

आँख की पलक के किनारे होने वाली फुंसी।

बिलनी होने के कारण उसकी आँख में दर्द हो रहा है।
अंजनहारी, अंजना, अंजनी, अञ्जना, अञ्जनी, अर्जुन, अर्जुनरोग, गुहांजनी, गुहेरी, बम्हनी, बिलनी

An infection of the sebaceous gland of the eyelid.

eye infection, hordeolum, sty, stye