ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବୁ   ବିଶେଷ୍ୟ

ଅର୍ଥ : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା

ଉଦାହରଣ : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି

ସମକକ୍ଷ : ବଥ, ବ୍ରଣ

शरीर की सतह पर चोट आदि के कारण या जन्मजात होनेवाला उभार।

उनके माथे पर बाँयीं ओर एक गुमड़ा है।
गुमटा, गुमड़, गुमड़ा, गुम्मड़, गूमड़, गूमड़ा

ଅର୍ଥ : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ

ଉଦାହରଣ : ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ

ସମକକ୍ଷ : ଟ୍ୟୁମର, ଫୁଲା

एक रोग जिसमें शरीर में गाँठ पड़ जाती है।

बहुत दवा कराने के बाद भी उसका अर्बुद ठीक नहीं हुआ।
अर्बुद, गाँठ, गांठ, ट्यूमर

An abnormal new mass of tissue that serves no purpose.

neoplasm, tumor, tumour

ଅର୍ଥ : ମାଂସ ଜମା ହେବା ଫଳରେ ପଡ଼ିଥିବା ଫୁଲା

ଉଦାହରଣ : ଘାଆ ଶୁଖିଲା ପରେ ଏବେ ସେଠାରେ ଆବୁ ହୋଇଯାଇଛି

ସମକକ୍ଷ : ଫୁଲା

माँस की जमी हुई गाँठ।

घाव भरने के बाद अब वहाँ पर गुलथी पड़ गई है।
गुलथी

ଅର୍ଥ : ଯେଉଁ ରୋଗରେ ଶରୀର ଭିତରର ଛୋଟ ଗୋଲ ଗଣ୍ଠି ଫୁଲିଯାଏ

ଉଦାହରଣ : ସେ ଗିଲଟିର ଅପରେସନ କରାଇଲ

ସମକକ୍ଷ : ଗିଲଟି

वह रोग जिसमें शरीर के अंदर की छोटी गोल ग्रंथियाँ सूज जाती हैं।

उसने गिल्टी का आपरेशन कराया।
अँठली, अंठली, अंठी, आँटी, आंटी, गंड, गिलटी, गिल्टी