ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲୁଅ   ବିଶେଷ୍ୟ

ଅର୍ଥ : ଆଖି ଉପରେ ଭ୍ରୁଲତା ପାଖରେ ଉଠିଥିବା ବଡ଼ ବ୍ରଣ

ଉଦାହରଣ : ସେ ଆଲୁଅ ଚିକିତ୍ସା କରିବାପାଇଁ ଡାକ୍ତର ପାଖକୁ ଯାଇଛି

एक रोग विशेष जिसमें आँख के ऊपर भौंहों के पास बड़ी गिलटी निकल आती है।

वह चिकित्सक के पास रसौरे की दवा कराने गया है।
रसौला

ଅର୍ଥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ

ଉଦାହରଣ : ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି

ସମକକ୍ଷ : ବରୁଣ, ବ୍ରଣ

आँख की पलक के किनारे होने वाली फुंसी।

बिलनी होने के कारण उसकी आँख में दर्द हो रहा है।
अंजनहारी, अंजना, अंजनी, अञ्जना, अञ्जनी, अर्जुन, अर्जुनरोग, गुहांजनी, गुहेरी, बम्हनी, बिलनी

An infection of the sebaceous gland of the eyelid.

eye infection, hordeolum, sty, stye