ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଥ   ବିଶେଷ୍ୟ

ଅର୍ଥ : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା

ଉଦାହରଣ : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି

ସମକକ୍ଷ : ଆବୁ, ବ୍ରଣ

शरीर की सतह पर चोट आदि के कारण या जन्मजात होनेवाला उभार।

उनके माथे पर बाँयीं ओर एक गुमड़ा है।
गुमटा, गुमड़, गुमड़ा, गुम्मड़, गूमड़, गूमड़ा

ଅର୍ଥ : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ

ଉଦାହରଣ : ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ

ସମକକ୍ଷ : ବ୍ରଣ

शरीर में कहीं विष एकत्र होने से उत्पन्न वह शोथ जिसमें रक्त सड़कर मवाद बन जाता है।

वह प्रतिदिन फोड़े की मरहम-पट्टी कराता है।
फोड़ा, व्रण

A painful sore with a hard core filled with pus.

boil, furuncle