ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରୁଣ   ବିଶେଷ୍ୟ

ଅର୍ଥ : ସୌର ଜଗତର ସବୁଠାରୁ ଦୂରରେ ଥିବା ଗ୍ରହ

ଉଦାହରଣ : ଅଠରଶହ ଛୟାଳିଶ ମସିହାରେ ବରୁଣଙ୍କ ପତ୍ତା ମିଳିଥିଲା

ସମକକ୍ଷ : ବରୁଣଗ୍ରହ

सौर जगत का सबसे दूरस्थ ग्रह।

सन् अठारह सौ छियालीस में वरुण का पता चला था।
अंधा तारा, नेपच्यून, वरुण, वरुण ग्रह

ଅର୍ଥ : ଜଳର ଅଧିପତି ବୋଲି ବିଚାର କରାଯାଉଥିବା ଏକ ବୈଦିକ ଦେବତା

ଉଦାହରଣ : ବେଦରେ ବରୁଣଙ୍କ ପୂଜାର ବିଧାନ ଅଛି

ସମକକ୍ଷ : ଜଳଦେବତା, ଜଳାଧିପ, ପୟୋଦେବ, ସଲୀଳେଶ

In Vedism, god of the night sky who with his thousand eyes watches over human conduct and judges good and evil and punishes evildoers. Often considered king of the Hindu gods and frequently paired with Mitra as an upholder of the world.

varuna

ଅର୍ଥ : ପଳାଶ ପରି ହୋଇଥିବା ଗୋଟିଏ ପ୍ରକାରର ଜଙ୍ଗଲୀ ଗଛ

ଉଦାହରଣ : ବରୁଣ ସିଧା ଓ ସୁନ୍ଦର ହୋଇଥାଏ

ସମକକ୍ଷ : ନଦୀନ, ବନ୍ନା, ବରାଣ, ବଲାସୀ, ମାରୁତାପହ, ଶିଖିମଂଡଳ, ଶିଖିମଣ୍ଡଳ

एक प्रकार का जंगली पेड़ जो पलाश की तरह का होता है।

बरुना सीधा और सुंदर होता है।
नदीन, बन्ना, बरुना, बलासी, मारुतापह, वराण, वरुण, विलासी, शिखिमंडल, शिखिमण्डल

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ

ଉଦାହରଣ : ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି

ସମକକ୍ଷ : ଆଲୁଅ, ବ୍ରଣ

आँख की पलक के किनारे होने वाली फुंसी।

बिलनी होने के कारण उसकी आँख में दर्द हो रहा है।
अंजनहारी, अंजना, अंजनी, अञ्जना, अञ्जनी, अर्जुन, अर्जुनरोग, गुहांजनी, गुहेरी, बम्हनी, बिलनी

An infection of the sebaceous gland of the eyelid.

eye infection, hordeolum, sty, stye