ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପଷ୍ଟ   କ୍ରିୟା ବିଶେଷଣ

ଅର୍ଥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ

ଉଦାହରଣ : ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି

ସମକକ୍ଷ : ଖୋଲା, ଖୋଲାଭାବେ, ନଲୁଚାଇ, ସଫା, ସଫା-ସଫା, ସ୍ପଷ୍ଟକରି, ସ୍ପଷ୍ଟତଃ

In an easily perceptible manner.

Could be seen clearly under the microscope.
She cried loud and clear.
clear, clearly

ସ୍ପଷ୍ଟ   ବିଶେଷଣ

ଅର୍ଥ : ଯାହା ପୂରାପୂରି ବୁଝି ହୁଏ

ଉଦାହରଣ : ଏହି କବିତାର ଭାବ ସ୍ପଷ୍ଟ ନୁହେଁ

ସମକକ୍ଷ : ବୋଧଗମ୍ୟ, ସଫା

जो साफ समझ में आए।

इस कविता का भाव स्पष्ट नहीं है।
अगूढ़, अप्रच्छन्न, अवितथ, खुलासा, प्रकट, प्रगट, वाजह, वाज़ह, साफ, साफ़, स्पष्ट

ଅର୍ଥ : ଯାହ ପରିଷ୍କାର ଦେଖାଯାଏ

ଉଦାହରଣ : ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ

ସମକକ୍ଷ : ସଫା

जो साफ दिखाई दे।

गुरुजी ने श्यामपट्ट पर पाचन तंत्र का स्पष्ट रेखाचित्र बनाकर समझाया।
अयां, विचक्षण, साफ, स्पष्ट