ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃଷଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃଷଭ   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ସୂର୍ଯ୍ୟ ବୃଷରାଶିରେ ଥିବାବେଳେ ହୋଇଛି ଏବଂ ଚାନ୍ଦ୍ର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ଚନ୍ଦ୍ର ବୃଷରାଶିରେ ଥିବାବେଳେ ହୋଇଛି

ଉଦାହରଣ : ବୃଷରାଶିମାନଙ୍କ ପାଇଁ ଏହି ବର୍ଷ ଅତ୍ୟଧିକ ଫଳଦାୟକ

ସମକକ୍ଷ : ବୃଷଭରାଶି, ବୃଷରାଶି, ବୃଷରାଶିର

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृषराशि में हो।

वृषराशिवालों के लिए यह वर्ष अत्यधिक फलदायी है।
वृष राशिवाला, वृषभ राशिवाला, वृषभराशिवाला, वृषराशिवाला

(astrology) a person who is born while the sun is in Taurus.

bull, taurus

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି

ଉଦାହରଣ : ବୃଷରାଶିର ଚିହ୍ନ ବଳଦ

ସମକକ୍ଷ : ବୃଷ, ବୃଷଭ ରାଶି, ବୃଷରାଶି

बारह राशियों में से दूसरी राशि, जिसमें एक सौ इकतालिस तारे हैं एवं कृत्तिका के अंतिम तीन पाद, पूरा रोहिणी और मृगशिरा के पहले दो पाद हैं।

वृष राशि का चिन्ह बैल है।
वृष, वृष राशि, वृषभ, वृषभ राशि

The second sign of the zodiac. The sun is in this sign from about April 20 to May 20.

bull, taurus, taurus the bull

ଅର୍ଥ : କଂସର ସହଯୋଗୀଥିବା ଜଣେ ଦୈତ୍ୟ

ଉଦାହରଣ : ବୃଷଭାସୁରକୁ କୃଷ୍ଣ ମାରିଥିଲେ

ସମକକ୍ଷ : ଅରିଷ୍ଟ, ଅରିଷ୍ଟାସୁର, ବୃଷଭାସୁର

एक दैत्य जो कंस का सहयोगी था।

वृषभासुर को कृष्ण ने मारा था।
अरिष्ट, अरिष्टासुर, वृषभ, वृषभासुर

ଅର୍ଥ : ଅଧରା ବଳଦ

ଉଦାହରଣ : ଗୋଟିଏ କଳା ଷଣ୍ଢ ମୋହନକୁ ଗୋଡ଼ାଇଲା

ସମକକ୍ଷ : ବୃଷ, ଷଣ୍ଢ, ସଣ୍ଡ, ସଣ୍ଢ

अँडुआ बैल।

एक काले साँड़ ने मोहन को दौड़ाया।
अनड्वान्, गवीश, धाकड़, मदकट, वृष, वृषण, वृषभ, वृषेंद्र, वृषेन्द्र, शंड, षंड, षण्ड, साँड़, सांड, साड़

Uncastrated adult male of domestic cattle.

bull