ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃଷ   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି

ଉଦାହରଣ : ବୃଷରାଶିର ଚିହ୍ନ ବଳଦ

ସମକକ୍ଷ : ବୃଷଭ, ବୃଷଭ ରାଶି, ବୃଷରାଶି

बारह राशियों में से दूसरी राशि, जिसमें एक सौ इकतालिस तारे हैं एवं कृत्तिका के अंतिम तीन पाद, पूरा रोहिणी और मृगशिरा के पहले दो पाद हैं।

वृष राशि का चिन्ह बैल है।
वृष, वृष राशि, वृषभ, वृषभ राशि

The second sign of the zodiac. The sun is in this sign from about April 20 to May 20.

bull, taurus, taurus the bull

ଅର୍ଥ : ଅଧରା ବଳଦ

ଉଦାହରଣ : ଗୋଟିଏ କଳା ଷଣ୍ଢ ମୋହନକୁ ଗୋଡ଼ାଇଲା

ସମକକ୍ଷ : ବୃଷଭ, ଷଣ୍ଢ, ସଣ୍ଡ, ସଣ୍ଢ

अँडुआ बैल।

एक काले साँड़ ने मोहन को दौड़ाया।
अनड्वान्, गवीश, धाकड़, मदकट, वृष, वृषण, वृषभ, वृषेंद्र, वृषेन्द्र, शंड, षंड, षण्ड, साँड़, सांड, साड़

Uncastrated adult male of domestic cattle.

bull