ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୌର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ସୂର୍ଯ୍ୟ ବୃଷରାଶିରେ ଥିବାବେଳେ ହୋଇଛି ଏବଂ ଚାନ୍ଦ୍ର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ଚନ୍ଦ୍ର ବୃଷରାଶିରେ ଥିବାବେଳେ ହୋଇଛି
ଉଦାହରଣ : ବୃଷରାଶିମାନଙ୍କ ପାଇଁ ଏହି ବର୍ଷ ଅତ୍ୟଧିକ ଫଳଦାୟକ
ସମକକ୍ଷ : ବୃଷଭ, ବୃଷଭରାଶି, ବୃଷରାଶିର
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृषराशि में हो।
(astrology) a person who is born while the sun is in Taurus.
ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି
ଉଦାହରଣ : ବୃଷରାଶିର ଚିହ୍ନ ବଳଦ
ସମକକ୍ଷ : ବୃଷ, ବୃଷଭ, ବୃଷଭ ରାଶି
बारह राशियों में से दूसरी राशि, जिसमें एक सौ इकतालिस तारे हैं एवं कृत्तिका के अंतिम तीन पाद, पूरा रोहिणी और मृगशिरा के पहले दो पाद हैं।
The second sign of the zodiac. The sun is in this sign from about April 20 to May 20.
ସଂସ୍ଥାପନ କରନ୍ତୁ