ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ତୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ତୃତ   ବିଶେଷଣ

ଅର୍ଥ : ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା

ଉଦାହରଣ : ଏହି କାବ୍ୟପଂକ୍ତିଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କରନ୍ତୁ

ସମକକ୍ଷ : ପୁଙ୍ଖାନୁପୁଙ୍ଖ, ବିଶଦ, ସବିଶେଷ

जिसमें बहुत विस्तार हो या विस्तार वाला।

इन काव्य पंक्तियों की विस्तृत व्याख्या कीजिए।
आयत, पृथुल, लंबा-चौड़ा, लम्बा-चौड़ा, विशद, विशद्, विस्तृत

Broad in scope or content.

Across-the-board pay increases.
An all-embracing definition.
Blanket sanctions against human-rights violators.
An invention with broad applications.
A panoptic study of Soviet nationality.
Granted him wide powers.
across-the-board, all-embracing, all-encompassing, all-inclusive, blanket, broad, encompassing, extensive, panoptic, wide

ଅର୍ଥ : ଯାହାର ବିସ୍ତାର ହୋଇଛି ବା କରାଯାଇଛି

ଉଦାହରଣ : ସେ ମୋତେ ବିସ୍ତୃତ କାର୍ଯ୍ୟକ୍ରମର ସୂଚୀ ଦେଲେ

ସମକକ୍ଷ : ବିସ୍ତାରିତ

जिसका विस्तार हुआ हो या किया गया हो।

उसने मुझे विस्तारित कार्यक्रमों की सूची थमाई।
अभिवृद्ध, विस्तारित

Fully extended or stretched forth.

An extended telescope.
His extended legs reached almost across the small room.
Refused to accept the extended hand.
extended

ଅର୍ଥ : ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ

ଉଦାହରଣ : ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା

ସମକକ୍ଷ : ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବ୍ୟାପକ, ସଂପ୍ରସାରିତ

जो किसी क्षेत्र में या उसके चारों ओर दूर-दूर तक फैला हो।

जन मानस पर तुलसी कृत राम चरित मानस का व्यापक प्रभाव पड़ा।
परिव्यापक, विस्तीर्ण, व्यापक, सर्वचारी

Broad in scope or content.

Across-the-board pay increases.
An all-embracing definition.
Blanket sanctions against human-rights violators.
An invention with broad applications.
A panoptic study of Soviet nationality.
Granted him wide powers.
across-the-board, all-embracing, all-encompassing, all-inclusive, blanket, broad, encompassing, extensive, panoptic, wide

ଅର୍ଥ : ଯାହା ସାବଧାନ ଓ ସୂକ୍ଷ୍ମ ବିବରଣୀ ସହିତ ବିକଶିତ ବା କାର୍ଯ୍ୟକାରିତା କରାଯାଇଛି

ଉଦାହରଣ : ଆମେ ଗୋଟିଏ ବିସ୍ତୃତ ଯୋଜନା ତିଆରି କରିଛୁ

जो सावधानी और सूक्ष्म ब्यौरे के साथ विकसित या कार्यान्वित किया गया हो।

हमलोगों ने एक विस्तृत योजना तैयार की है।
विस्तृत

Developed or executed with care and in minute detail.

A detailed plan.
The elaborate register of the inhabitants prevented tax evasion.
The carefully elaborated theme.
detailed, elaborate, elaborated