ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାପକ   ବିଶେଷଣ

ଅର୍ଥ : ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ

ଉଦାହରଣ : ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା

ସମକକ୍ଷ : ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବିସ୍ତୃତ, ସଂପ୍ରସାରିତ

जो किसी क्षेत्र में या उसके चारों ओर दूर-दूर तक फैला हो।

जन मानस पर तुलसी कृत राम चरित मानस का व्यापक प्रभाव पड़ा।
परिव्यापक, विस्तीर्ण, व्यापक, सर्वचारी

Broad in scope or content.

Across-the-board pay increases.
An all-embracing definition.
Blanket sanctions against human-rights violators.
An invention with broad applications.
A panoptic study of Soviet nationality.
Granted him wide powers.
across-the-board, all-embracing, all-encompassing, all-inclusive, blanket, broad, encompassing, extensive, panoptic, wide