ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ତାରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ତାରିତ   କ୍ରିୟାପଦ

ଅର୍ଥ : ସୀମା, କ୍ଷେତ୍ରଆଦିରେ ବିସ୍ତାରିତ ହେବା

ଉଦାହରଣ : ଅଶୋକଙ୍କ ସମୟରେ ତାଙ୍କ ରାଜ୍ୟ ବହୁତ ପ୍ରସାରିତ ହୋଇଥିଲା

ସମକକ୍ଷ : ପ୍ରସାରିତ

सीमा, क्षेत्र आदि में विस्तारित होना।

अशोक के समय में उसका राज्य बहुत प्रसारित हुआ।
प्रसारित होना, फैलना

Become larger in size or volume or quantity.

His business expanded rapidly.
expand

ବିସ୍ତାରିତ   ବିଶେଷଣ

ଅର୍ଥ : ଯାହାର ବିସ୍ତାର ହୋଇଛି ବା କରାଯାଇଛି

ଉଦାହରଣ : ସେ ମୋତେ ବିସ୍ତୃତ କାର୍ଯ୍ୟକ୍ରମର ସୂଚୀ ଦେଲେ

ସମକକ୍ଷ : ବିସ୍ତୃତ

जिसका विस्तार हुआ हो या किया गया हो।

उसने मुझे विस्तारित कार्यक्रमों की सूची थमाई।
अभिवृद्ध, विस्तारित

Fully extended or stretched forth.

An extended telescope.
His extended legs reached almost across the small room.
Refused to accept the extended hand.
extended