ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଓସାର ଅଛି
ଉଦାହରଣ : ଏହି ରାସ୍ତା ବହୁତ ଓସାରିଆ
ସମକକ୍ଷ : ଓସାରିଆ, ଚଉଡ଼ା
जिसमें चौड़ाई हो।
Having great (or a certain) extent from one side to the other.
ଅର୍ଥ : ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
ଉଦାହରଣ : ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
ସମକକ୍ଷ : ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୃତ, ବ୍ୟାପକ, ସଂପ୍ରସାରିତ
जो किसी क्षेत्र में या उसके चारों ओर दूर-दूर तक फैला हो।
Broad in scope or content.
ସଂସ୍ଥାପନ କରନ୍ତୁ