ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରୁଦ୍ଧ   ବିଶେଷଣ

ଅର୍ଥ : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ

ଉଦାହରଣ : ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା

ସମକକ୍ଷ : ପ୍ରତିକୂଳ, ବାମ, ବିପରୀତ

जो अनुकूल या हित साधन में सहायक न हो।

परिस्थिति विपरीत होते देख वह उठकर चला गया।
अवितत्, असूत, ख़िलाफ़, खिलाफ, खिलाफ़, प्रतिकूल, प्रतीप, वाम, विपरीत, विरुद्ध

ଅର୍ଥ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ

ଉଦାହରଣ : ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର

ସମକକ୍ଷ : ଓଲଟା, ବିପରୀତ

जो क्रम, मान्यता आदि के विचार से किसी के विरुद्ध या दूसरे पक्ष में पड़ता हो।

वे दोनों विपरीत विचारधारा के होते हुए भी अच्छे मित्र हैं।
अपसव्य, उलट, उलटा, उल्टा, प्रतीप, विपरीत, विरुद्ध, विलोम

Reversed (turned backward) in order or nature or effect.

inverse, reverse