ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଶାର ପ୍ରତିକୂଳ ଫଳ ବା ଘଟଣା
ଉଦାହରଣ : ନିଜ କର୍ମର ବିପରୀତକୁ ସ୍ୱୀକାର କରିବା ହେଉଛି ଆମର ଭାଗ୍ୟ
ସମକକ୍ଷ : ପ୍ରତିକୂଳ, ପ୍ରତୀପ
आशा के प्रतिकूल फल या घटना।
A relation of direct opposition.
ଅର୍ଥ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
ଉଦାହରଣ : ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
ସମକକ୍ଷ : ଓଲଟା, ପ୍ରତିକୂଳ
जो प्रकृति, प्रवृत्ति, स्थिति आदि के विचार से किसी के मुकाबले में या दूसरे पक्ष में हो।
Altogether different in nature or quality or significance.
ଅର୍ଥ : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
ଉଦାହରଣ : ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
ସମକକ୍ଷ : ପ୍ରତିକୂଳ, ବାମ, ବିରୁଦ୍ଧ
जो अनुकूल या हित साधन में सहायक न हो।
ଅର୍ଥ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
ଉଦାହରଣ : ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
ସମକକ୍ଷ : ଓଲଟା, ବିରୁଦ୍ଧ
जो क्रम, मान्यता आदि के विचार से किसी के विरुद्ध या दूसरे पक्ष में पड़ता हो।
Reversed (turned backward) in order or nature or effect.
ଅର୍ଥ : ଯାହାର ଅର୍ଥ କୌଣସି ଶବ୍ଦର ଅର୍ଥର ବିପରୀତ
ଉଦାହରଣ : ଜଳର ବିଲୋମ ଶବ୍ଦ ଲେଖ
ସମକକ୍ଷ : ଓଲଟା, ପ୍ରତିକୂଳ, ବିଲୋମ
जिसका अर्थ किसी शब्द के अर्थ के विपरीत हो।
ସଂସ୍ଥାପନ କରନ୍ତୁ