ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ଋଷି
ଉଦାହରଣ : ପୁରାଣରେ ବାମଦେବ ଋଷିଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ବାମଦେବ, ବାମଦେବ ଋଷି
एक ऋषि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ : ବାମର ପ୍ରତ୍ୟେକ ଚରଣରେ ସାତଟି ଜଗଣ ଏବଂ ଗୋଟିଏ ଯଗଣ ଥାଏ
ସମକକ୍ଷ : ବାମବୃତ୍ତ
एक वर्णवृत्त।
(prosody) a system of versification.
ଅର୍ଥ : କେହି ପୂର୍ବଦିଗକୁ ମୁହଁକରି ଛିଡ଼ାହେଲେ ଶରୀରର ଯେଉଁ ପାଖ ଉତ୍ତର ଆଡ଼କୁ ଥାଏ
ଉଦାହରଣ : ଯୁଦ୍ଧରେ ରଘୁବୀର ନିଜର ବାମ ହାତ ହରାଇଲେ
ସମକକ୍ଷ : ବାଁ
शरीर के उस ओर का जो किसी के पूरब की तरफ मुँह करके खड़े होने की अवस्था में उत्तर की ओर हो।
Being or located on or directed toward the side of the body to the west when facing north.
ଅର୍ଥ : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
ଉଦାହରଣ : ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
ସମକକ୍ଷ : ପ୍ରତିକୂଳ, ବିପରୀତ, ବିରୁଦ୍ଧ
जो अनुकूल या हित साधन में सहायक न हो।
ସଂସ୍ଥାପନ କରନ୍ତୁ