ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିକୂଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିକୂଳ   ବିଶେଷ୍ୟ

ଅର୍ଥ : ଆଶାର ପ୍ରତିକୂଳ ଫଳ ବା ଘଟଣା

ଉଦାହରଣ : ନିଜ କର୍ମର ବିପରୀତକୁ ସ୍ୱୀକାର କରିବା ହେଉଛି ଆମର ଭାଗ୍ୟ

ସମକକ୍ଷ : ପ୍ରତୀପ, ବିପରୀତ

आशा के प्रतिकूल फल या घटना।

अपने कर्मों का प्रतीप स्वीकारना ही हमारी नियति है।
प्रतीप

A relation of direct opposition.

We thought Sue was older than Bill but just the reverse was true.
contrary, opposite, reverse

ପ୍ରତିକୂଳ   ବିଶେଷଣ

ଅର୍ଥ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ

ଉଦାହରଣ : ମୁଁ ତାକୁ ଯାହା କହେ ସେ ତାର ଠିକ୍‌ ବିପରୀତ କାମ କରେ

ସମକକ୍ଷ : ଓଲଟା, ବିପରୀତ

जो प्रकृति, प्रवृत्ति, स्थिति आदि के विचार से किसी के मुकाबले में या दूसरे पक्ष में हो।

मैं उससे जो कहता हूँ वह उसके ठीक विपरीत काम करता है।
अन्यथा, उलट, उलटा, उल्टा, ख़िलाफ़, खिलाफ, प्रतिकूल, विपरीत, विरुद्ध

Altogether different in nature or quality or significance.

The medicine's effect was opposite to that intended.
It is said that opposite characters make a union happiest.
opposite

ଅର୍ଥ : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ

ଉଦାହରଣ : ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା

ସମକକ୍ଷ : ବାମ, ବିପରୀତ, ବିରୁଦ୍ଧ

जो अनुकूल या हित साधन में सहायक न हो।

परिस्थिति विपरीत होते देख वह उठकर चला गया।
अवितत्, असूत, ख़िलाफ़, खिलाफ, खिलाफ़, प्रतिकूल, प्रतीप, वाम, विपरीत, विरुद्ध

ଅର୍ଥ : ଯାହାର ଅର୍ଥ କୌଣସି ଶବ୍ଦର ଅର୍ଥର ବିପରୀତ

ଉଦାହରଣ : ଜଳର ବିଲୋମ ଶବ୍ଦ ଲେଖ

ସମକକ୍ଷ : ଓଲଟା, ବିପରୀତ, ବିଲୋମ

जिसका अर्थ किसी शब्द के अर्थ के विपरीत हो।

जल का विलोम शब्द लिखिए।
विरुद्धार्थी, विलोम