ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଲଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଲଟା   କ୍ରିୟା ବିଶେଷଣ

ଅର୍ଥ : ଏପଟ ସେପଟ

ଉଦାହରଣ : ସେ ଲୋକମାନଙ୍କୁ ଓଲଟା ପାଲଟା ବୁଝାଇଦେଲା

ସମକକ୍ଷ : ଓଲଟା ପାଲଟା

ଓଲଟା   ବିଶେଷଣ

ଅର୍ଥ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ

ଉଦାହରଣ : ମୁଁ ତାକୁ ଯାହା କହେ ସେ ତାର ଠିକ୍‌ ବିପରୀତ କାମ କରେ

ସମକକ୍ଷ : ପ୍ରତିକୂଳ, ବିପରୀତ

जो प्रकृति, प्रवृत्ति, स्थिति आदि के विचार से किसी के मुकाबले में या दूसरे पक्ष में हो।

मैं उससे जो कहता हूँ वह उसके ठीक विपरीत काम करता है।
अन्यथा, उलट, उलटा, उल्टा, ख़िलाफ़, खिलाफ, प्रतिकूल, विपरीत, विरुद्ध

Altogether different in nature or quality or significance.

The medicine's effect was opposite to that intended.
It is said that opposite characters make a union happiest.
opposite

ଅର୍ଥ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ

ଉଦାହରଣ : ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର

ସମକକ୍ଷ : ବିପରୀତ, ବିରୁଦ୍ଧ

जो क्रम, मान्यता आदि के विचार से किसी के विरुद्ध या दूसरे पक्ष में पड़ता हो।

वे दोनों विपरीत विचारधारा के होते हुए भी अच्छे मित्र हैं।
अपसव्य, उलट, उलटा, उल्टा, प्रतीप, विपरीत, विरुद्ध, विलोम

Reversed (turned backward) in order or nature or effect.

inverse, reverse

ଅର୍ଥ : ଯାହାର ଅର୍ଥ କୌଣସି ଶବ୍ଦର ଅର୍ଥର ବିପରୀତ

ଉଦାହରଣ : ଜଳର ବିଲୋମ ଶବ୍ଦ ଲେଖ

ସମକକ୍ଷ : ପ୍ରତିକୂଳ, ବିପରୀତ, ବିଲୋମ

जिसका अर्थ किसी शब्द के अर्थ के विपरीत हो।

जल का विलोम शब्द लिखिए।
विरुद्धार्थी, विलोम