ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧନରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧନରାଶି   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ଜମା କରାଯାଇଥିବା ଧନ

ଉଦାହରଣ : ଗ୍ରାମୀଣ କ୍ଷେତ୍ରରେ ବିକାଶପାଇଁ ଦିଆ ଯାଇଥିବା ଧନରାଶିର ଦୁରୁପଯୋଗ କରାଗଲା

ସମକକ୍ଷ : ଫଣ୍ଡ୍

किसी विशेष कार्य के लिए इकट्ठा या जमा किया जाने वाला धन।

ग्रामीण क्षेत्रों के विकास के लिए दी गई निधि का दुरुपयोग किया गया।
धनराशि, निधि, फंड, राशि

A reserve of money set aside for some purpose.

fund, monetary fund

ଅର୍ଥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ

ଉଦାହରଣ : ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?

ସମକକ୍ଷ : ପରିମାଣ, ବିତ୍ତ

रुपए-पैसे की मात्रा।

बैंक द्वारा अभी तक आपको कितनी धन राशि प्राप्त हुई है।
धन राशि, धनराशि, रकम, रक़म, राशि

A quantity of money.

He borrowed a large sum.
The amount he had in cash was insufficient.
amount, amount of money, sum, sum of money