ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିମାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିମାଣ   ବିଶେଷ୍ୟ

ଅର୍ଥ : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ

ଉଦାହରଣ : ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା

ସମକକ୍ଷ : ମାତ୍ରା

किसी का उतना अंश या मान जितना एक बार में लिया या काम में लाया जाए या उपलब्ध हो।

अधिक मात्रा में भोजन करने से वह बीमार पड़ गया।
निर्मा, परिमाण, मात्रा

ଅର୍ଥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ

ଉଦାହରଣ : ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?

ସମକକ୍ଷ : ଧନରାଶି, ବିତ୍ତ

रुपए-पैसे की मात्रा।

बैंक द्वारा अभी तक आपको कितनी धन राशि प्राप्त हुई है।
धन राशि, धनराशि, रकम, रक़म, राशि

A quantity of money.

He borrowed a large sum.
The amount he had in cash was insufficient.
amount, amount of money, sum, sum of money

ଅର୍ଥ : କୌଣସି ବସ୍ତୁର ଭାର, ଓଜନ, ମାପ, ମୂଲ୍ୟ ଆଦି

ଉଦାହରଣ : ଏକ ବସ୍ତା ଚାଉଳର ଓଜନ ପ୍ରାୟ ଶହେ କିଲୋ ହୋଇଥାଏ

ସମକକ୍ଷ : ଓଜନ

किसी वस्तु का भार, तौल, नाप, मूल्य आदि।

एक बोरे चावल का मान लगभग सौ किलो होता है।
परिमाण, मात्रा, मान, मिकदार