ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଜୁଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଜୁଡ଼ା   ବିଶେଷଣ

ଅର୍ଥ : ଯାହାର ବାସ ନାହିଁ

ଉଦାହରଣ : ସେ ବସତିବିହୀନ କ୍ଷେତ୍ରରେ ଏକୁଟିଆ ବୁଲୁଥିଲା ସେ ବାସହୀନ ପରିବାରର ସଦସ୍ୟ

ସମକକ୍ଷ : ଘରନଥିବା, ଘରହୀନ, ବସତିବିହୀନ, ବାସହୀନ

जो बसा हुआ न हो।

वह निरावासित क्षेत्र में अकेले घूम रहा था।
वह निरावासित परिवार का सदस्य है।
अनिवासित, अवासित, उजड़ा, उजाड़, उजार, उज्जट, ग़ैर आबाद, गैर आबाद, निरावासित

ଅର୍ଥ : ଯାହା କେବେ ଜନବସତିପୂର୍ଣ୍ଣ ଥିଲା କିନ୍ତୁ ଏବେ କୌଣସି କାରଣରୁ ନିର୍ଜନ ହୋଇଯାଇଛି

ଉଦାହରଣ : ଆଜିକାଲି ଅଧିକାଂଶ ଗ୍ରାମବାସୀ ଉଜୁଡ଼ିଯାଇଥିବା ଗ୍ରାମ ଅପେକ୍ଷା ସହରରେ ରହିବା ପସନ୍ଦ କରନ୍ତି

ସମକକ୍ଷ : ଉଜୁଡ଼ିଯାଇଥିବା

जो किसी समय बसा हो पर अब किसी कारण से निर्जन हो गया हो।

आजकल अधिकतर गाँववासी भी शहर में रहना पसंद करते हैं न कि उजाड़ गाँव में।
उजड़ा, उजर, उजरा, उजाड़, उजार, उज्जट, वीरान