ଅର୍ଥ : ଭଲ ନ ଲାଗିବା ବା କୌଣସି କାମ ବା କଥାରେ ମନ ଦୁଃଖ କରିବା
ଉଦାହରଣ :
ସତ କଥା ପ୍ରାୟତଃ କଣ୍ଟା ଫୋଡ଼ିଲା ଭଳି ଲାଗେ
ସମକକ୍ଷ : ଅପ୍ରିୟ ଲାଗିବା, କଣ୍ଟା ଫୋଡ଼ିବା, ଖଟକା ଲାଗିବା
ଅର୍ଥ : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା
ଉଦାହରଣ :
ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା
ସମକକ୍ଷ : ଅପମାନିତ ଲାଗିବା, ବାଧିବା