ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଜ ପକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଜ ପକ୍ଷୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ବଗୁଲା

ଉଦାହରଣ : ଅଞ୍ଜନ ପକ୍ଷୀ ଜଳାଶୟ କୂଳରେ ରହେ

ସମକକ୍ଷ : ଅଞ୍ଜନ ପକ୍ଷୀ

एक प्रकार का बकुला।

अंजन जलाशयों के किनारे रहता है।
अंजन, अञ्जन, सैन

ଅର୍ଥ : ବାଦାମୀ ରଙ୍ଗର ଏକ ବଗୁଲା ପକ୍ଷୀ

ଉଦାହରଣ : ବାଜ ପକ୍ଷୀର ଥଣ୍ଟ ଛୋଟ ଓ ମଝବୁତ

ସମକକ୍ଷ : ବାଜ

बदामी रंग का एक बकुला।

बाज की चोंच छोटी और मजबूत होती है।
गोनर्द, नीर गाँग, बाज

Diurnal birds of prey having long pointed powerful wings adapted for swift flight.

falcon