ଅର୍ଥ : ଶୁଖିଲା ଛଣବିଡାରେ ହୋଇଥିବା ଛପର
ଉଦାହରଣ :
ଏହି କୁଡିଆ ଘରକୁ ସଜେଇବା ପାଇଁ ପାଖାପାଖି ପଚାଶଟି ବତୀ ଲାଗିବ
ଅର୍ଥ : ପୂଜା ଆଦି ସମୟରେ ଗନ୍ଧଦ୍ରବ୍ୟ ବା ଜ୍ବଳନଶୀଳ ପଦାର୍ଥ ବୋଳି ପ୍ରସ୍ତୁତକରାଇ ଜଳାଯାଉଥିବା ବତୀ
ଉଦାହରଣ :
ଅଗରବତୀ, ଧୂପବତୀ, ମହମବତୀ ଆଦି ବହୁତ ପ୍ରଚଳିତ ବତୀସବୁ ରହିଛି