ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀପକ   ବିଶେଷ୍ୟ

ଅର୍ଥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ

ଉଦାହରଣ : ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ

ସମକକ୍ଷ : ଦୀପ, ପ୍ରଦୀପ, ବତୀ

प्रकाश करने के लिए बना धातु, मिट्टी आदि का वह पात्र जिसमें तेल और बत्ती डालकर बत्ती को जलाई जाती है।

शाम होते ही गाँवों में दीपक जल जाते हैं।
चिराग, चिराग़, ढेबरी, तमोहपह, तिमिररिपु, तिमिरहर, दिया, दिवला, दिवली, दीप, दीपक, दीया, प्रदीप, बत्ती, बाती, शिखी, सारंग

A lamp that burns oil (as kerosine) for light.

kerosene lamp, kerosine lamp, oil lamp

ଅର୍ଥ : ଛଅ ରାଗରୁ ଦ୍ୱିତୀୟ ରାଗ

ଉଦାହରଣ : ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ

ସମକକ୍ଷ : ଦୀପକ ରାଗ

छह रागों में से दूसरा राग।

एक किंवदंती के अनुसार दीपक राग गाने से बुझे हुए दीये भी जल उठते हैं।
दीपक, दीपक राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଅର୍ଥାଳଙ୍କାରର ଏକ ପ୍ରକାର

ଉଦାହରଣ : ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ

ସମକକ୍ଷ : ଦୀପକ ଅଳଙ୍କାର

अर्थालंकार का एक प्रकार।

दीपक में बहुत सी क्रियाओं का एक ही कारक होता है।
दीपक, दीपक अलंकार