ପୂଜା ଆଦି ସମୟରେ ଗନ୍ଧଦ୍ରବ୍ୟ ବା ଜ୍ବଳନଶୀଳ ପଦାର୍ଥ ବୋଳି ପ୍ରସ୍ତୁତକରାଇ ଜଳାଯାଉଥିବା ବତୀ
ଅଗରବତୀ, ଧୂପବତୀ, ମହମବତୀ ଆଦି ବହୁତ ପ୍ରଚଳିତ ବତୀସବୁ ରହିଛି
ବତୀ
ଏକ ମିଶ୍ରିତ ସୁଗନ୍ଧିତ ଦ୍ରବ୍ୟ ଯାହା ଜଳିଲେ ସୁଗନ୍ଧିତ ଧୂଆଁ ବାହାରେ
ଧୂପ, ଅଗରବତୀ ଆଦି ଜଳେଇ ଭଗବାନଙ୍କ ପୂଜା କରାଯାଏ
ଅଗରବତୀ,
ଧୂପ
ଧୂପ ଆଦି ସୁଗନ୍ଧିତ ଦ୍ରବ୍ୟରେ ତିଆରି ହୋଇଥିବା ବତୀ ଯାହାକୁ ଜଳାଇଲେ ସୁଗନ୍ଧିତ ଧୂଆଁ ବାହାରେ
ସେ ମନ୍ଦିରରେ ଧୂପବତୀ ଜଳାଇଲା
ଧୂପ,
ଧୂପବତୀ
ସୁଗନ୍ଧ ନିମନ୍ତେ ଜଳାଯାଉଥିବା ବତୀ
ପୂଜା କଲାବେଳେ ମୋହନ ଅଗରବତୀ ଜଳାଏ
ଅଗରବତୀ,
ଧୂପ