ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ତ୍ତିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ତ୍ତିକା   ବିଶେଷ୍ୟ

ଅର୍ଥ : କୌଣସି ଉଦ୍ଭିଦର ସ୍ତ୍ରୀକେଶରର ସଂକୀର୍ଣ୍ଣ ଲମ୍ବା ଭାଗ

ଉଦାହରଣ : ବର୍ତ୍ତିକାର ଅଗ୍ରଭାଗକୁ ବର୍ତ୍ତିକାଗ୍ର କୁହାଯାଏ

किसी वनस्पति के स्त्रीकेशर का संकीर्ण लंबा भाग।

वर्तिका के आगे का भाग वर्तिकाग्र कहलाता है।
वर्तिका

(botany) the narrow elongated part of the pistil between the ovary and the stigma.

style

ଅର୍ଥ : ଦୀପରେ ରଖି ଜଳାଯାଉଥିବା ତୁଳା ବା ସୂତାରେ ତିଆରି ଲମ୍ବା ବଳଣା

ଉଦାହରଣ : ମା ଦୀପରୁଖାର ସଳିତାକୁ ତେଜୁଛନ୍ତି

ସମକକ୍ଷ : ବତୀ, ଶଳିତା, ସଳିତା

रूई या सूत का बटा हुआ लम्बा लच्छा जो दीपक में रखकर जलाते हैं।

माँ दिये की बाती को उकसा रही है।
बत्ती, बाती

A loosely woven cord (in a candle or oil lamp) that draws fuel by capillary action up into the flame.

taper, wick