ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
ଉଦାହରଣ : ପ୍ରଦୀପ ରାଗ ତୃତୀୟ ପ୍ରହରରେ ଗାନ କରାଯାଏ
ସମକକ୍ଷ : ପ୍ରଦୀପ ରାଗ
संपूर्ण जाति का एक राग।
Any of various fixed orders of the various diatonic notes within an octave.
ଅର୍ଥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
ଉଦାହରଣ : ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
ସମକକ୍ଷ : ଦୀପ, ଦୀପକ, ବତୀ
प्रकाश करने के लिए बना धातु, मिट्टी आदि का वह पात्र जिसमें तेल और बत्ती डालकर बत्ती को जलाई जाती है।
A lamp that burns oil (as kerosine) for light.
ସଂସ୍ଥାପନ କରନ୍ତୁ