ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଣ୍ଡଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଣ୍ଡଲ   ବିଶେଷ୍ୟ

ଅର୍ଥ : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ

ଉଦାହରଣ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା

ସମକକ୍ଷ : ଗଣ୍ଠିଲି, ଗାଣ୍ଠି, ବୋଝ

लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।

वह बाजार से माचिस के चार बंडल लाया।
ट्रक पर चार बंडल लकड़ी लदी हुई है।
गाँठ, गांठ, पुलिंदा, बंडल

A collection of things wrapped or boxed together.

bundle, package, packet, parcel

ଅର୍ଥ : ସୂତା,ରେଶମ ଆଦିର ଗୁଚ୍ଛ

ଉଦାହରଣ : ପିଲାମାନଙ୍କ ସ୍ୱେଟର ତିଆରି କରିବାପାଇଁ କେତେ ବଣ୍ଡିଲ ଉଲ୍‌ ଲାଗିବ

ସମକକ୍ଷ : ବଣ୍ଡିଲ, ବିଡ଼ା

सूत, रेशम आदि की गुच्छी।

दीदी ने मेज़पोश पर कढ़ाई करने के लिए आठ लच्छी रेशमी धागे खरीदे।
अंटी, अट्टी, आँटी, आंटी, कुकड़ी, गुच्छी, लच्छी

A coil of rope or wool or yarn.

hank