ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଠିଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଠିଲି   ବିଶେଷ୍ୟ

ଅର୍ଥ : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ

ଉଦାହରଣ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା

ସମକକ୍ଷ : ଗାଣ୍ଠି, ବଣ୍ଡଲ, ବୋଝ

लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।

वह बाजार से माचिस के चार बंडल लाया।
ट्रक पर चार बंडल लकड़ी लदी हुई है।
गाँठ, गांठ, पुलिंदा, बंडल

A collection of things wrapped or boxed together.

bundle, package, packet, parcel

ଅର୍ଥ : ଲୁଗାର ବଡ଼ ବୋଝ

ଉଦାହରଣ : ଧୋବା ମୁଣ୍ଡରେ ମଇଳା ଲୁଗାର ଏକ ଗଣ୍ଠିଲା ଥିଲା

ସମକକ୍ଷ : ଗଣ୍ଠରା, ଗଣ୍ଠିରା, ଗଣ୍ଠିରି, ଗଣ୍ଠିଲା, ଗଣ୍ଡିରା, ବୁଜୁଳା, ବୋକଚା

बड़ी गठरी। बड़े कपड़ों में रख, लपेट तथा गाँठ लगाकर बाँधा हुआ रूप।

धोबी के सर पर कपड़ों का गट्ठर था।
गधा बोझा ढो रहा था।
गट्ठर, गट्ठा, बोझा

A package of several things tied together for carrying or storing.

bundle, sheaf