ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଣ୍ଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଣ୍ଠି   ବିଶେଷ୍ୟ

ଅର୍ଥ : ବିକ୍ରି ବା ନିଲାମ କରିବାପାଇଁ ଏକାଠି ରଖାଯାଇଥିବା ବହୁ ପରିମାଣର ବସ୍ତୁ

ଉଦାହରଣ : ବ୍ୟବସାୟୀ ଦୁଇ ଲାଟ କନା କିଣିଲେ

ସମକକ୍ଷ : ଲାଟ

बहुत सी वस्तुओं का वह विभाग अथवा समूह जो एक ही साथ रखा, बेचा या नीलाम किया जाए।

व्यापारी ने कपड़े की दो लाटें खरीदी।
लाट, लाठ

Any collection in its entirety.

She bought the whole caboodle.
bunch, caboodle, lot

ଅର୍ଥ : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ

ଉଦାହରଣ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା

ସମକକ୍ଷ : ଗଣ୍ଠିଲି, ବଣ୍ଡଲ, ବୋଝ

लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।

वह बाजार से माचिस के चार बंडल लाया।
ट्रक पर चार बंडल लकड़ी लदी हुई है।
गाँठ, गांठ, पुलिंदा, बंडल

A collection of things wrapped or boxed together.

bundle, package, packet, parcel