ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫେରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫେରିବା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା

ଉଦାହରଣ : ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?

ସମକକ୍ଷ : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଲେଉଟାଣି

वापस आने या लौटने की क्रिया।

वापसी के समय हमलोग वाराणसी होकर आएँगे।
दिल्ली से आप कब वापसी करेंगे।
आज श्याम का गाँव से लौटना सम्भव नहीं है।
अपावर्तन, प्रतिगमन, प्रत्यर्पण, फिरौती, बहोर, लौट, लौटना, लौटान, वापसी

The act of going back to a prior location.

They set out on their return to the base camp.
return

ଫେରିବା   କ୍ରିୟାପଦ

ଅର୍ଥ : ପଛ ଆଡ଼କୁ ବୁଲିବା

ଉଦାହରଣ : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା

ସମକକ୍ଷ : ଲେଉଟିବା

पीछे की ओर घूमना।

राम की पुकार सुनकर श्याम लौटा।
उलटना, घूमना, पलटना, फिरना, मुड़ना, लौटना

Turn in the opposite direction.

Twist one's head.
twist

ଅର୍ଥ : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା

ଉଦାହରଣ : ବାପା କାଲି ଦିଲ୍ଲୀରୁ ଫେରିଲେ

ସମକକ୍ଷ : ଆସିବା, ବାହୁଡ଼ିବା, ଲେଉଟିବା

कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।

पिताजी कल ही दिल्ली से लौटे।
आना, लौटना, वापस आना

ଫେରିବା   ବିଶେଷଣ

ଅର୍ଥ : ଫେରି ଆସିବା ସମ୍ବନ୍ଧିତ

ଉଦାହରଣ : ମୋତେ ଫେରିବା ଟିକେଟ ମଧ୍ୟ ନେବାକୁ ଅଛି

ସମକକ୍ଷ : ଫେରନ୍ତା

लौटने या वापस आने से संबंधित।

मूझे वापसी टिकट भी लेना है।
वापसी