ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତି ଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତି ଗମନ   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା

ଉଦାହରଣ : ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?

ସମକକ୍ଷ : ପ୍ରତ୍ୟାବର୍ତ୍ତନ, ଫେରିବା, ଲେଉଟାଣି

वापस आने या लौटने की क्रिया।

वापसी के समय हमलोग वाराणसी होकर आएँगे।
दिल्ली से आप कब वापसी करेंगे।
आज श्याम का गाँव से लौटना सम्भव नहीं है।
अपावर्तन, प्रतिगमन, प्रत्यर्पण, फिरौती, बहोर, लौट, लौटना, लौटान, वापसी

The act of going back to a prior location.

They set out on their return to the base camp.
return